ଖୋର୍ଦ୍ଧା : ଖୋର୍ଦ୍ଧାରେ ନ୍ୟାସ ସମିତି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ । ଗୀତା ଭବନ ପରିସରରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଶ୍ରୀରାମ ରଥ କିଭଳି ଭାବରେ ଖୋର୍ଦ୍ଧା ପରିକ୍ରମା କରିବ ସେ ବିଷୟରେ ଆଲୋଚନା ହୋଇଥିଲା । ଖୋର୍ଦ୍ଧା ବାର ଆସୋସିଏସନ ର ଆଇନଜିବୀ ଶକ୍ତି ଶଙ୍କର ମିଶ୍ରଙ୍କ ସଭାପତିତ୍ୱରେ ଏହି ବୈଠକ ବସିଥିଲା । ବହୁ ବରିଷ୍ଠ ବ୍ୟକ୍ତି ଏହି ବୈଠକରେ ଉପସ୍ଥିତ ଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0