spot_img

ଆକାଶ ଛୁଆଁ ପିଆଜ ଦର

ଖାଉଟିଙ୍କ ମୁଣ୍ଡରେ ଚଡକ । ବଜାରରେ ଏବେ କିଲୋ ପିଛା ଷାଠିଏ ଛୁଇଁଲାଣି ପିଆଜ ଦର। ଦୁଇ ସପ୍ତାହ ଧରି ପିଆଜ ଦର ୫୦ ଟଙ୍କାରେ ସ୍ଥିର ରହିବା ପରେ ଏବେ ହଠାତ ଏହା ବୃଦ୍ଧି ହୋଇ ୬୦ ଛୁଇଁଛି । ସେହିପରି ବଜାରରେ ମଧ୍ୟ ଅନ୍ୟ ସବୁଜ ପରିବା ଦର ମଧ୍ୟ ଆକାଶ ଛୁଆଁ ରହିଛି । ଆଗକୁ ପିଆଜ ଦର ପୁଣି ବଢିବା ନେଇ ଆଶଙ୍କା କରାଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular