ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ସେରୋଲୋଜିକାଲ ସର୍ଭେ । ବିଏମସି ଓ ଆରଏମଆରସିର ମିଳିତ ତତ୍ୱାବଧାନରେ ମୁନସିପାଲିଟି ଅଂଚଳରେ ହେବ ସର୍ଭେ । ଭୁବନେଶ୍ୱରରେ ଏବେ ଦିନକୁ ୪ ହଜାର ନମୁନା ପରୀକ୍ଷା କରାଯାଉଛି । ତେବେ ଭୁବନେଶ୍ୱରରେ ସଂକ୍ରମଣ ହାର ପୂର୍ବ ଅପେକ୍ଷା କମ୍ ହେଉଥିବାରୁ ବର୍ତମାନ କେତେ ଲୋକଙ୍କ ଦେହରେ ଆଂଟିବଡି ତିଆରି ହୋଇଛି ତାହା ଜାଣିବାକୁ ଉଦ୍ୟମ କରାଯିବ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0