ରିଲାଏନ୍ସ ଇଣ୍ତଷ୍ଟିଜ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ବଢି ବଢି ଚାଲିଛି । ଫଳରେ ସେ ବିଶ୍ୱର ଚତୁର୍ଥ ବଡ ଧନୀବ୍ୟକ୍ତିରେ ପରିଣତ ହୋଇପାରିଛନ୍ତିା ମୁକେଶଙ୍କ ନିଟ୍ ସମ୍ମତ୍ତି ୮୦.୬ ବିଲିଅନ୍ ଡଲାରରେ ପହଂଚିଛି । ଭାରତର ଶୀର୍ଷ ଧନୀ ମୁକେଶ ଅମ୍ବାନୀ ଜଣକ ପରେ ଜଣେ ବିଶ୍ୱର ପ୍ରମୁଖ ଧନୀ ବ୍ୟକ୍ତିମାନଙ୍କୁ ପଛରେ ପକାଇ ସାରିଛନ୍ତି । ଚଳିତବର୍ଷ ସେ ତାଙ୍କ ସମ୍ମତ୍ତିରେ ୨୨ବିଲିଅନ ଡଲାର ଯୋଡିବାରୁ ତାଙ୍କ ସମ୍ମତ୍ତି ଏହି ସ୍ତରରେ ପହଂଚିପାରିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0