ନୂଆଦିଲ୍ଲୀ: ଆମ ଦେଶର ପ୍ରସିଦ୍ଧ ଧାବିକା ହିମା ଦାସଙ୍କ ଆଜି ୨୧ତମ ଜନ୍ମ ଦିବସ । ଏହି ଯୁବ ସ୍ପ୍ରିଣ୍ଟର୍ ଆସାମର କାନ୍ଧୁଲିମାରି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଛୋଟ ଗାଁର ନିକଟତମ ସହର ଥିଲା ଡିଙ୍ଗ । ଯାହାଫଳରେ ନିଜର ଦ୍ରୁତଗତି ପାଇଁ ତାଙ୍କୁ ଡିଙ୍ଗ୍ ଏକ୍ସପ୍ରେସ୍ ନାମରେ ନାମିତ କରାଯାଇଥିଲା । ତାଙ୍କ ପିତାମାତା ରୋଞ୍ଜିତା ଏବଂ ସୋନାଲି ଦାସ କୃଷକ ଏବଂ ଏକ ଆଦିବାସୀ କାଇବର୍ଟ ସମ୍ପ୍ରଦାୟର ଅଟନ୍ତି । ସେ ଦେଶ ପାଇଁ ୫ଟି ବଡ ସଫଳତା ଅର୍ଜନ କରିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0