spot_img

ଇତିହାସ ରଚିଲେ ଆଣ୍ତରସନ..

ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମ ଥର ପେସ ବୋଲର ଭାବେ ଇଂଲଣ୍ତ ର ଜେମ୍ସ ଆଣ୍ତରସନ ୬୦୦ ଫ୍ୱିକେଟ ହାସଲ କରିଛନ୍ତି । ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜରେ ବର୍ଷା ବାଧାପ୍ରାପ୍ତ ୩ୟ ଟେଷ୍ଟ ର ୫ମ ଦିନରେ ଏହି ମାଇଷ୍ଟୋନକୁ ଅତିକ୍ରମ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular