spot_img

ହୋଣ୍ତା ବଜାରକୁ ଆଣିଲା ନୁଆ ଜାଜ୍.. ଏହାର ଫିଚର ଓ ଷ୍ଟାଇଲ ଅନ୍ୟ ମଡେଲ ଠାରୁ ଭିନ୍ନ..

ହୋଣ୍ତା ଜାର୍ସ ଇଣ୍ତିଆ ଲିମିଟେଡ ପକ୍ଷରୁ ପ୍ରିମିୟମ ହ୍ୟାବଚେକ କାର ଜାଜର ନୁଆ ଉନ୍ନତ ସଂସ୍କରଣ ଲଂଚ କରିଛି । ଏହାର ଦାମ ରହିଛି ୭.୫ଲକ୍ଷରୁ ଆରମ୍ଭ ହେବ । କମ୍ଫାନୀ ଏ ନେଇ ବୁଧବାର ସୁଚନା ଦେଇଛି । କମ୍ଫାନୀ ଏଖ ବିବୃତ୍ତିରେ କହିଛନ୍ତି ଜାକର ଏହି ସଂସ୍କରଣ ନୁଆ ଡିଜାଇନ ସହ ଅଣାଯାଇଛି । କମ୍ଫାନୀର ପ୍ରେସିଡେଣ୍ଟ ଏବଂ ସିଇଓ ଗାକୁ ନାକାକିଶ କହିଛନ୍ତି ହୋଣ୍ତା ଜାକୁ ଷ୍ଟାଇଲିସ କରିବା ସହ ଏହାକୁ ସ୍ପୋର୍ଟ ଲକ ମଧ୍ୟ ଦିଆଯାଇଛି । ଏହି ବର୍ଗରେ କମ୍ଫାନୀ କାରର ଉପରେ ଛାତ ଖୋଲିବା ଭଳି ମଧ୍ୟ ଫିଚର ଦିଆଯାଇଛି । ଏଥିରେ ୧.୨ ଲିଟର ପେଟ୍ରୋଲ ଇଂଜିନ ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular