spot_img

୧୦୦ତମ ଟେଷ୍ଟ ଖେଳି ବିଶ୍ୱ ରେକର୍ଡ କଲେ ଏହି କ୍ରିକେଟର

ଚେନ୍ନାଇ: ଭାରତ ବିପକ୍ଷ ମ୍ୟାଚରେ ଭ୍ରମଣକାରୀ ଇଂଲଣ୍ଡ ଦଳର ଅଧିନାୟକ ଜୋ ରୁଟ ନିଜ କ୍ୟାରିୟରର ୧୦୦ ତମ ଟେଷ୍ଟ ମ୍ୟାଚ ଖେଳୁଛନ୍ତି । ଏହା ସହ ସେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ଏଲିଷ୍ଟର କୁକଙ୍କ ପରେ ୧୦୦ ତମ ଟେଷ୍ଟ ଖେଳିଥିବା ସବୁଠାରୁ ଯୁବ କ୍ରିକେଟର ପାଲଟିଛନ୍ତି । ଅନ୍ୟପଟେ ୨୦୧୨ରେ ନାଗପୁରରେ ନିଜର ଟେଷ୍ଟ ଡେବ୍ୟୁ କରିଥିଲେ ରୁଟ । ଜୋ ରୁଟ ଏପରି କରି ୧୫ତମ ଇଂରେଜ କ୍ରିକେଟର ପାଲଟିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular