spot_img

ଆସନ୍ତୁ ଜାଣିବା ଆଜି ପର୍ଯ୍ୟନ୍ତ କେଉଁ ଜିଲ୍ଲାରୁ କେତେ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢୁଛି ମୃତ୍ୟୁ ସଂଖ୍ୟା । ଦିନକରେ ପୁଣି ୮ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁକୁ ନେଇ ମୃତ୍ୟୁ ସଂଖ୍ୟା ୬୪୫ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଜାଣନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ ଜିଲ୍ଲାରୁ କେତେ ମୃତ
ଅନୁଗୁଳ ଜିଲ୍ଲାରୁ ୪ ଜଣ, ବାଲେଶ୍ୱର ୧୫ ଜଣ, ବରଗଡ ୯ ଜଣ, ଭଦ୍ରକ ୧୦ ଜଣ, ବଲାଙ୍ଗୀର ୧୨ ଜଣ, କଟକ ୫୪ ଜଣ, ଢେଙ୍କାନାଳ ୨ ଜଣ, ଗଜପତି ୧୮ ଜଣ, ଗଞ୍ଜାମ ୨୧୫ ଜଣ, ଜଗତସିଂହପୁର ୬ ଜଣ, ଯାଜପୁର ୭ ଜଣ, ଝାରସୁଗୁଡା ୧ ଜଣ, କଳାହାଣ୍ଡି ୫ ଜଣ, କନ୍ଧମାଳ ୧୭ ଜଣ, କେନ୍ଦ୍ରାପଡା ୩ ଜଣ, କେନ୍ଦୁଝର ୮ ଜଣ, ଖୋର୍ଦ୍ଧା ୯୪ ଜଣ, କୋରାପୁଟ ୭ ଜଣ, ମାଲକାନଗିରି ୮ ଜଣ, ମୟୁରଭଞ୍ଜ ୧୧ ଜଣ, ନବରଙ୍ଗପୁର ୨ ଜଣ, ନୟାଗଡ ୧୭ ଜଣ, ପୁରୀ ୨୫ ଜଣ, ରାୟଗଡା ୩୪ ଜଣ, ସମ୍ବଲପୁର ୧୭ ଜଣ, ସୁବର୍ଣ୍ଣପୁର ୫ ଜଣ, ବୌଦ୍ଧରୁ ଜଣେ, ସୁନ୍ଦରଗଡରୁ ୩୮ ଜଣଙ୍କ ମୃତ୍ୟୁ ହୋଇଛି ।
୨୮ ଜିଲ୍ଲାରୁ କରୋନା ମୃତକ ବାହାରିଥିବା ବେଳେ ଏଥିରୁ ବାଦ ୨ ପଡ଼ିଛି ଜିଲ୍ଳା । ସେଗୁଡ଼ିକ ହେଉଛି ଦେବଗଡ଼ ଓ ନୂଆପଡ଼ା।

LEAVE A REPLY

Please enter your comment!
Please enter your name here

- Advertisment -

Most Popular