ବର୍ଷାଦିନେ ରୋଗ ବ୍ୟାପିବାର ଆଶାଙ୍କା ଯଥେଷ୍ଟ ବୃଦ୍ଧି ଥାଏ ।ପାଗ ବଦଳିବା ପରେ ଭାଇରାଲ ଥଣ୍ତା ସହ ଜ୍ୱର ମଧ୍ୟ ହୋଇଥାଏ । ଏପରି ପରିସ୍ଥିତିରେ ପ୍ରତ୍ୟେକ ବ୍ୟକ୍ତି ନିଜର ଖାଦ୍ୟ ପାନୀୟକୁ ଠିକ ଭାବରେ ରଖିବା ନିହାତି ଆବଷ୍ୟକ ହୋଇଥାଏ । ବର୍ଷାରୁତରେ କୀଟପତଙ୍ଗ ଯଥେଷ୍ଟ ବୃଦ୍ଧି ପାଇଥାନ୍ତି ।ବିଶେଷକରି ପତ୍ରଯୁକ୍ତ ଖାଦ୍ୟଠାରୁ ଦୁରେଇ ରୁହନ୍ତ୍। ଏହି ରତୁରେ ମାଛ ଖାଇବା ଦ୍ୱାରା ଖାଦ୍ୟ ବିଷାକ୍ତ ହେବାର ସମ୍ଭାବନା ବଢିଯାଇଥାଏ । ବର୍ଷାରତୁରେ ଛତୁ ଖାଇବା ଠାରୁ ମଧ୍ୟ ଦୁରେଇ ରୁହନ୍ତ୍। ଏହି ରତୁରେ ଓଜନିଆ ଖାଇବା ଠାରୁ ଦୁରରେ ରୁହନ୍ତ୍ୁ । କାରଣ ଓଜନିଆ ଖାଦ୍ୟ ହଜମ କରିବା କଷ୍ଟକର ହୋଇପଡେ ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0