spot_img

କ୍ଷମତାକୁ ନ ଆସିବା ପର୍ଯ୍ୟନ୍ତ ବିଧାନସଭାକୁ ଯିବି ନାହିଁ : ନାଇଡୁ

ଗତ ନଭେମ୍ବର 15 ତାରିଖରେ ଆନ୍ଧ୍ରପ୍ରଦେଶରେ ହୋଇଥିବା ନଗର ନିଗମ ନିର୍ବାଚନରେ ତେଲୁଗୁ ଦେଶମ ପାର୍ଟି ପରାଜିତ ହୋଇଛି | ତେବେ ତେଲୁଗୁ ଦେଶମ ପାର୍ଟିର ଅଧକ୍ଷ ଏନ ଚନ୍ଦ୍ରବାବୁ ନାଇଡୁ ଏନେଇ ଭାବୁକ ହୋଇଛନ୍ତି | ସେ କୋହଭରା କଣ୍ଠରେ କହିଛନ୍ତି ଯେ ଦୀର୍ଘ ଅଢେଇ ବର୍ଷ ହେବ ସେ କଂଗ୍ରେସ ଦ୍ୱାରା ଅପମାନ ସହି ଆସୁଛନ୍ତି | ଏମିତି କି ତାଙ୍କ ଧର୍ମପତ୍ନୀଙ୍କୁ ମଧ୍ୟ ଅପମାନ ସହିବାକୁ ପଡିଛି | ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେପର୍ଯ୍ୟନ୍ତ ମୁଁ କ୍ଷମତାକୁ ନ ଆସିଛି ସେପର୍ଯ୍ୟନ୍ତ ବିଧାନସଭା ଯିବି ନାହିଁ |

LEAVE A REPLY

Please enter your comment!
Please enter your name here

- Advertisment -

Most Popular