ନୂଆଦିଲ୍ଲୀ: ଆସନ୍ତା ୨୦୨୨ ମହିଳା ବିଶ୍ୱକପ ପାଇଁ କ୍ରୀଡାସୂଚୀ ଜାରି କରିଛି ଆଇସିସି । ତେବେ ଏହା ମାର୍ଚ୍ଚ ୪ରୁ ଏପ୍ରିଲ ୩ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ ୱେଲିଂଟନର ବେସିନ ରିଜର୍ଭରେ ଖେଳାଯିବ । ଅନ୍ୟପଟେ ଭାରତୀୟ ଦଳ ନୁ୍ୟଜିଲାଣ୍ଡ, ଅଷ୍ଟ୍ରେଲିଆ, ସାଉଥ ଆଫ୍ରିକା ଓ ଇଂଲଣ୍ଡ ଭଳି ଶକ୍ତିଶାଳୀ ଟିମ ସହ ୪ଟି ମ୍ୟାଚ ଖେଳିବା ପରେ ୩ଟି ମ୍ୟାଚକୁ କ୍ୱାଲିଫାଏର ଟିମ ସହ ଖେଳିବାର ସୂଚନା ମିଳିଛି ।



Visitors Today : 0
Total Visitors : 130181
Total Views : 9891632
Visitors Online Now : 0