ଅନ୍ତରଷ୍ଟ୍ରିୟ କ୍ରିକେଟ ପରିଷଦରେ ତାଜା ଟେଷ୍ଟ ମାନ୍ୟତା ଅନୁସାରେ ଅଧିନାୟକ ବିରାଟ କୋହଲିଙ୍କ ସ୍ଥାନ ୨ୟରେ ସୀମିତ ରହିଛି । କିନ୍ତୁ ଭାରତୀୟ ବୋଲର ଜୟପ୍ରୀତ ବୁମରାହ ଗୋଟିଏ ସ୍ଥାନ ତଳକୁ ଖସି ୨ମ ସ୍ଥାନରେ ରହିଛନ୍ତି । କୋହଲି ୮୮୬ ଅଙ୍କ ସହ ୨ୟ ସ୍ଥାନରେ ପହିଛି । ସେହିପରି ବୋଲରଙ୍କ ସୁଚୀରେ ୨ମ ସ୍ଥାନରେ ବୁମରାହ ଥିବାବେଳେ ଜଡେଜା ଅଲରାଉଣ୍ତର ସୁଚିରେ ୩ୟ ସ୍ଥାନରେ ସୀମିତ ରହିଛନ୍ତି ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0