ନୂଆଦିଲ୍ଳୀ: ଭାରତର ପ୍ରସିଦ୍ଧ ପ୍ରାଇଭେଟ ବ୍ୟାଙ୍କ ICICI ଆଜି ତା’ର ତ୍ରୟୋମାସିକ ଫଳ ପ୍ରକାଶିତ କରିଛି । ତେବେ ଚଳିତ ବର୍ଷ ICICI ବ୍ୟାଙ୍କର ଲାଭରେ ବେଶ ଫରକ ଦେଖିବା ପାଇଁ ମିଳିଛି । ୩୦ ସେପ୍ଟେମ୍ବରରେ ବନ୍ଦ ହୋଇଥିବା ଦୁଇମାସିକ ଫଳାଫଳରେ ବ୍ୟାଙ୍କକୁ ୪,୨୫୧ କୋଟି ଟଙ୍କା ଲାଭ ହୋଇଥିଲା । ଯାହାକି ବ୍ୟାଙ୍କର ୬ ଗୁଣା ଲାଭ ଠାରୁ ମଧ୍ୟ ଅଧିକ । ଅନ୍ୟପଟେ ପୂର୍ବବର୍ଷ ବ୍ୟାଙ୍କକୁ ମାତ୍ର ୬୫୪,୯୬ କୋଟି ହିଁ ଲାଭ ମିଳିଥିଲା । ଚଳିତ ବର୍ଷ ନିବେଶର ବିକ୍ରି ଏବଂ ଇଣ୍ଟରନେଟର ଦାମ ବଢିବାରୁ ବ୍ୟାଙ୍କକୁ ୬ଗୁଣା ଲାଭ ହୋଇଥିବା ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0