spot_img

ମୂର୍ତ୍ତି ବିବାଦ ନେଇ ହାଇକୋର୍ଟରେ ୩ ମାମଲା

କଟକ: କଟକରେ ଦୁର୍ଗା ମୂର୍ତ୍ତି ଉଚ୍ଚତା ନିର୍ଦ୍ଧାରଣ ପ୍ରସଙ୍ଗ ନେଇ ହାଇକୋର୍ଟରେ ମାମଲା ଦାଏର ହୋଇଛି । ବାଲୁବଜାର ପୂଜା କମିଟି ହାଇକୋର୍ଟରେ ୩ଟି ମାମଲା ରୁଜୁ କରିଛି । କମିଟି ପକ୍ଷରୁ ଅଦାଲତ ଅବମାନନା, ରିଭ୍ୟୁ ଓ ରିଟ୍ ପିଟିସନ୍ ଦାଖଲ କରାଯାଇଛି । ପୁଲିସ କମିଶନରଙ୍କ ନାଁରେ ମଧ୍ୟ ଅଦାଲତ ଅବମାନନା ମାମଲା ରୁଜୁ ହୋଇଛି । ହାଇକୋର୍ଟଙ୍କ ରାୟର ପୁନର୍ବିଚାର ପାଇଁ ରିଭ୍ୟୁ ପିଟିସନ ଦାଖଲ କରିଛି କମିଟି । ପୁଲିସ କମିଶନରଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଏହି ରିଟ୍ ପିଟିସନ୍ ଦାଖଲ ହୋଇଛି ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular