spot_img

ଓଡିଶାରେ ହେବ ଆଇଡବ୍ଲୁଏଲ

ନୂଆଦିଲ୍ଲୀ: ହିରୋ ଇଣ୍ଡିଆନ ଓମେନ୍ସ ଲିଗ ୨୦୨୦-୨୧ ଓଡିଶାରେ ଆୟୋଜନ ହେବ । ତେବେ ଏନେଇ ସର୍ବଭାରତୀୟ ଫୁଟବଲ ମହାସଂଘ ତରଫରୁ କ ସ୍ପଷ୍ଟ କରାଯାଇଛି । ଅନ୍ୟପଟେ ଟୁର୍ଣ୍ଣାମେଣ୍ଟର ତାରିଖ ଖୁବ ନିକଟରେ ଘୋଷଣା କରାଯିବ । ଏହା ସହ ଓଡିଶା ସରକାର ଇଭେଣ୍ଟର ଆୟୋଜନ ପାଇଁ ରାଜି ହୋଇଥିବାରୁ ଏଆଇଏଫଏଫ ସଭାପତି ପ୍ରଫୁଲ୍ଲ ପଟେଲ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପଟେ ଓଡିଶା ସରକାର ଭାରତୀୟ ଫୁଟବଲର ବଡ ସମର୍ଥକ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular