spot_img

ନିଜ ଜନ୍ମଦିନରେ ଟ୍ୱିଟ କଲେ ଶାହିଦ ଆଫ୍ରିଦି

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦି ତାଙ୍କ ଜନ୍ମଦିନ ଅବସରରେ ଟ୍ୱିଟ କରିଛନ୍ତି । ଏହି ଟ୍ୱିଟ୍ ପରେ ତାଙ୍କ ବୟସକୁ ନେଇ ସୋସିଆଲ ମିଡ଼ିଆରେ ଖୁବ ଟ୍ରୋଲ୍ କରାଯାଉଛି। ପାକିସ୍ତାନ କ୍ରିକେଟରେ ‘ଲାଲା’ ନାମରେ ପ୍ରସିଦ୍ଧ ଆଫ୍ରିଦି ଟ୍ୱିଟରେ ନିଜ ବୟସ ୪୪ ବର୍ଷ ବୋଲି କହିଛନ୍ତି। ଏହାପରେ ୟୁଜର୍ସ ତାଙ୍କୁ ଖୁବ ଟ୍ରୋଲ୍ କରିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular