spot_img

ଗିରଫ ହେଲେ ଆଇଆଇପିଏମ୍‌ର ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ ଅରିନ୍ଦମ ଚୌଧୁରୀଙ୍କୁ ଟିକସ ଫାଙ୍କିବା ଅଭିଯୋଗରେ ଗିରଫ କରାଯାଇଛି । ସିଜିଏସ୍‌ଟିର ସାଉଥ୍ ଦିଲ୍ଲୀ କମିଶନର ଅଗଷ୍ଟ ୨୧ ତାରିଖରେ ତାଙ୍କୁ ଗିରଫ କରିଛନ୍ତି । ଫାଇନାନ୍ସ ଆକ୍ଟ୍‌ର ଧାରା ୮୯ ଅନୁଯାୟୀ ତାଙ୍କୁ ଗିରଫ଼ କରାଯାଇଛି । ତାଙ୍କ ଉପରେ ପ୍ରାୟ ୨୩ କୋଟି ଟଙ୍କାର ଜାଲିଆତି ଅଭିଯୋଗ ଲାଗିଛି । କମ୍ପାନୀର ନିର୍ଦ୍ଦେଶକ ଥିବା ଗୁରୁଦାସ ମଲ୍ଲିକ ଠାକୁରଙ୍କୁ ମଧ୍ୟ ସମାନ ଅଭିଯୋଗରେ ଗିରଫ କରାଯାଇଛି । ଗିରଫ କରାଯିବା ପରେ ଦୁଇଜଣଙ୍କୁ ୧୪ ଦିନର ନ୍ୟାୟିକ ହେପାଜତରେ ପଠାଯାଇଛି । ଉଭୟଙ୍କୁ ପଟିଆଲା ହାଇକୋର୍ଟରେ ହାଜର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular