ଘରୋଇ କ୍ଷେତ୍ରରେ ଗଣମାଧ୍ୟମ ସଂସ୍ଥା ଉପରେ ୫.୩୬ଲକ୍ଷ ଟଙ୍କାର ଜୋରିମାନା ଲଗାଇଛି NSE.. ..ନ୍ୟାସନାଲ ଷ୍ଟକ ଏକ୍ସଚେଂଜ ଗଣମାଧ୍ୟମ କମ୍ଫାନୀ ନିଜ ବୋର୍ଡରେ ଷଷ୍ଠ ନିଦେ୍ର୍ଦଶଙ୍କୁ ନିଯୁକ୍ତି ଦେବାରେ ବିଳମ୍ବ କରୁଥିବାରୁ ସେୟାର ବଜାର ଏନଏସଇ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କେବଳ ଏନଏସଇ ନୁହେଁ ବିଏସ୍ଇ ମଧ୍ୟ ଏହି ସମାନ କାରଣ ଯୋଗୁଁ କମ୍ଫାନୀ ଉପରେ ୫.୩୬ଲକ୍ଷ ଟଙ୍କାର ଜୋରିମାନ ଲଗାଇଛି । ଏନଏସଇ ୨୦୨୦ ଅଗଷ୍ଟ ୨୧ରେ ଲେଟର ବା ଇମେଲ ଜରିଆରେ ଏହି ମାମଲାରେ ବିଳମ୍ବ ନେଇ ଜିଏମସି ସମତେ ୫,୩୬,୯୦୦ ଟଙ୍କା ଜୋରିମାନା ଲଗାଇବାକୁ ସୁଚନା ଦେଇଛି । ଏହା ପୁର୍ବରୁ କମ୍ଫାନୀ ମାର୍ଚ୍ଚ ୩୦ ଓ ଜୁନ୍ ୨୯ରେ କମ୍ଫାନୀ ସେବୁକୁ କହିଥିଲା ମଧ୍ୟ ମହାମାରୀ କରୋନା ପାଇଁ ବୋର୍ଡର ଷଷ୍ଠ ନିଦେ୍ର୍ଦଶକଙ୍କୁ ନିଯୁକ୍ରି ଦେବା ପାଇଁ ଚୟନ ହୋଇପାରୁନାହିଁ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0