ଭୁବନେଶ୍ୱର : ବାଲିପାଟଣା ଧାନହରା ଛକ ଏବଂ ଡେଙ୍ଗ ଗ୍ରାମରେ ଥିବା ଦୁଇଟି କରତ କଳ ଉପରେ ଚଢାଉ ହୋଇଛି । ଧନହରା କରତକଳ ଚଢାଉରେ ପ୍ରାୟ ୧୦ ଲକ୍ଷ ଟଙ୍କାର ଯନ୍ତ୍ରପାତି ଜବତ ହୋଇଛି । ଏହା ସହ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ମଧ୍ୟ ଜବତ କରାଯାଇଛି । ଚଢାଉ ସମୟରେ ତିନି ପ୍ଲାଟୁନ ପୋଲିସ୍ ଫୋର୍ସ ସହ ୧୦୦ ଜଣ କର୍ମଚାରୀ ଉପସ୍ଥିତ ଥିଲେ ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0