spot_img

ଶୀତ ଅଧିବେଶନ ପୂର୍ବରୁ ହେବ କୋଭିଡ଼ ଟେଷ୍ଟ

ଭୁବନେଶ୍ୱର : ଆସନ୍ତା ୨୦ରୁ ବସିବ ବିଧାନସଭାର ଶୀତ ଅଧିବେଶନ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ରତିଷେଧମୂଳକ ପଦକ୍ଷେପ ନିଆଯିବ । ନଭେମ୍ବର ୧୭ରୁ ୩ଦିନ ଧରି ହେବ କୋଭିଡ଼ ପରୀକ୍ଷା । ସମସ୍ତ ବିଧାୟକ , ମନ୍ତ୍ରୀ, କର୍ମଚାରୀ ଓ ସାମ୍ବାଦିକଙ୍କର କୋଭିଡ଼ ପରୀକ୍ଷା କରାଯିବ । ସମସ୍ତଙ୍କର ୨ଥର ଲେଖାଏଁ କୋଭିଡ଼ ପରୀକ୍ଷା ହେବ । କୋଭିଡ଼ ପଜିଟିଭ୍ ଆସିଲେ ବିଧାନସଭାରେ ପ୍ରବେଶ ଉପରେ ରୋକ । ବିଧାନସଭା ଗୃହକୁ ବିଏମ୍ସି ସାନିଟାଇଜ୍ କରିବ । ସମସ୍ତଙ୍କୁ ମାସ୍କ ଓ ସାନିଟାଇଜର ଯୋଗାଇ ଦିଆଯିବ । ବିଧାୟକ ଚାହିଁଲେ ଭିଡିଓ କନ୍ଫେରନ୍ସିଂ ଜରିଆରେ ଯୋଗ ଦେଇପାରିବେ । ପ୍ରଶ୍ନକାଳ ବାତିଲ ହେବା ନେଇ ଏଯାଏଁ କୌଣସି ନିଷ୍ପତ୍ତି ହୋଇନାନାହିଁ । ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଏନେଇ ସୂଚନା ଦେଇଛନ୍ତି । ବିଧାନସଭାର ଶୀତ ଅଧିବେଶନ ଡିସେମ୍ବର ୩୧ଯାଏଁ ଚାଲିବ । ଶୀତ ଅଧିବେଶନର ପ୍ରଥମ ଦିନରେ ଅତିରିକ୍ତ ବଜେଟ ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି । ଏହି ଅଧିବେଶନରେ ମୋଟ ୪୦ଟି କାର୍ଯ୍ୟ ଦିବସ ରହିବ । ସେହିପରି କରୋନା କଟକଣା ମଧ୍ୟରେ

LEAVE A REPLY

Please enter your comment!
Please enter your name here

- Advertisment -

Most Popular