spot_img

ଆଜି ସନ୍ଧ୍ୟା ସାଢେ ୭ଟାରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସ୍ ମିଟ୍ ……

() ଆମ ରାଜ୍ୟରେ ପ୍ରତିଦିନ ନୂଆ ରେକର୍ଡ କରୁଛି ମହାମାରୀ କରୋନା । ଶୁକ୍ରବାର ସନ୍ଧ୍ୟା ସାଢେ ୭ଟାରେ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଜରୁରୀ ସାମ୍ବାଦିକ ସମ୍ମିଳନୀ କରିବେ ।

ଏହି ସାମ୍ବାଦିକ ସମ୍ମିଳନୀରେ ସେ କୌଣସି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ । ଏପରିକି ଲକଡାଉନ୍ ବୃଦ୍ଧି କିମ୍ବା କଟକଣା କୋହଳ ବାବଦରେ ମଧ୍ୟ ନୂଆ ନିୟମ ଆସିପାରେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular