କେନ୍ଦୁଝର : କେନ୍ଦୁଝର ଆନନ୍ଦପୁର ଅଫିସ ଗୃହ ଉଦଘାଟନ । ସାଳବନି ଗ୍ରାମରେ ମା’ ତାରିଣୀ ସେବା ସଂସ୍ଥାର ଅଫିସ ଗୃହ ଉଦଘାଟନ କରାଯାଇଛି । ସଂସ୍ଥା ବହୁ ଦିନ ଧରି ଗରିବ ଅସହାୟ ଲୋକଙ୍କ ସେବା କରିଆସୁଛି । ଆଗାମୀ ଦିନରେ ସମଗ୍ର ଓଡ଼ିଶାରେ ଅଫିସ ଖୋଲି ଗରିବ ଲୋକଙ୍କର ଯଥା ସମ୍ଭବ ସେବା କରିବ ବୋଲି ସଭାପତି ନନ୍ଦୁ ଚରଣ ଜେନା କହିଛନ୍ତି । ଉସôବରେ ସଂସ୍ଥାର ସଭାପତି ନନ୍ଦୁ ଚରଣ ଜେନା, ମୁଖ୍ୟ ଉପଦେଷ୍ଟା ମଧୁସୂଦନ ସାହୁ, ସମ୍ପାଦକ ଅମିତ ସାମଲ ଏବଂ ଅନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0