spot_img

ଗଣେଶ ବିସର୍ଜନରେ ଅଘଟଣ

ଗଣେଷ ମୂର୍ତ୍ତି ବିସର୍ଜନ ସମୟରେ ଅଘଟଣ । ମୂର୍ତ୍ତ ବିସର୍ଜନ ବେଳେ ନଦୀରେ ବୁଡି ନାବାଳକ ନିଖୋଜ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ରାଜଘାଟ ଠାରେ । ବାରୁଣୀ ମନ୍ଦିର ସୁବର୍ଣ୍ଣରେଖା ନଦୀ ଘାଟକୁ ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିବା ବେଳେ ନାବାଳକଟି ବୁଡି ଯାଇଥିବା କୁହାଯାଇଛି । ଖବର ପାଇ ଜଳେଶ୍ୱର ଅଗ୍ନିଶମ ବିଭାଗ ପହଞ୍ଚି ଖୋଜା ଖୋଜି କରୁଛନ୍ତି । ନିଖୋଜ ଛାତ୍ର ନାମ ରାମଚନ୍ଦ୍ରପୁର ଗ୍ରାମର ଗୁରୁପ୍ରସାଦ ସାମଲ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular