ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଟି-୨୦ ମ୍ୟାଚରେ ଦର୍ଶକଙ୍କୁ ଅନୁମୋତି ମିଳିବାର ଆଶଙ୍କା ଉପୁଜିଛି । ତେବେ ଏହାର ନିଷ୍ପତି ରାଜ୍ୟସରକାର ନେବେ ବୋଲି ସୂଚନା ଦେଇଛି ବିସିସିଆଇ । ଏହା ସହ ଦର୍ଶକଙ୍କ ସୁରକ୍ଷା ପ୍ରତି ଆମେ ପ୍ରାଥମିକତା ଦେଉଛୁ ବୋଲି ବିସିସିଆଇ କହିଛି । ଅନ୍ୟପକ୍ଷରେ ତାମିଲନାଡୁ କ୍ରିକେଟ ଆସୋସିଏସନ ପକ୍ଷରୁ ଏମ.ଏ ଚିଦାମ୍ବରମ୍ ଷ୍ଟାଡ଼ିୟମରେ ଖେଳାଯିବାକୁ ଥିବା ପ୍ରଥମ ଦୁଇ ଟେଷ୍ଟ ମ୍ୟାଚ ଲାଗି କୌଣସି ଟିକଟ ନଦେବା ଲାଗି ସଦସ୍ୟଙ୍କୁ ଅବଗତ କରାଯାଇଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0