spot_img

ଛତ୍ରପୁରରେ ବିରଳ ପ୍ରଜାପତି

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରରେ ଭିନ୍ନ ପ୍ରକାର ପ୍ରଜାପତି ଦେଖିବାକୁ ମିଳିଛି । ଛତ୍ରପୁର ଏନଏସିର ଆର୍ଯ୍ୟପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କ୍ରୀଡା ଶିକ୍ଷକ କୃତିବାସ ନାୟକଙ୍କ ଘରୁ ଏହି ପ୍ରଜାପତି ଟି ଉଦ୍ଧାର ହୋଇଛି । ଉଦ୍ଧାର ପ୍ରଜାପତିଟିର ପିଠିରେ ଜଗନ୍ନାଥ ମହାପ୍ରଭୁଙ୍କ ନୃସିଂହ ଅବତାରର ଛବି ଦେଖିବାକୁ ମିଳିଥିଲା । ଏହାପରେ ତାଙ୍କ ପରିବାର ବର୍ଗ ମଧ୍ୟରେ ଆଧ୍ୟାତ୍ମିକ ଚିନ୍ତାଧାରା ମନରେ ଆସିଯାଇଥିଲ। । ତେଣୁ ସେ ପ୍ରଜାପତିକୁ ଅତି ଭକ୍ତିରେ ସାଇତି ରଖିବା ସହ ପୂଜାଅର୍ଚ୍ଚନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular