ମହାକାଶରେ ପାଖାପାଖି ହେଲେ ଭାରତ ଓ ଋଷର କୃତ୍ରିମ ଉପଗ୍ରହ । ଭାରତୀୟ ଉପଗ୍ରହ କାର୍ଟୋସାଟ୍ ଟୁ ଏଫ୍ ଓ ଋଷ୍ ଉପଗ୍ରହ କାନପସ୍ ଭି ଖୁବ୍ ପାଖାପାଖି ହୋଇଛନ୍ତି । ଉଭୟ ଦେଶର ମହାକାଶ ସଂସ୍ଥା ସ୍ଥିତି ଉପରେ ତୀକ୍ଷଣ ନଜର ରଖିଛନ୍ତି । ବର୍ତ୍ତମାନ ଉଭୟଙ୍କ ଭିତରେ ୪୨୦ ମିଟର ଦୂରତା ରହିଛି ଏହା ୧୫୦ କୁ ଆସିଗଲେ ଏହାର ଗତିପଥ ବଦଳାଯାଇପାରିବ । ସ୍ପେନର ଏକ ଉପଗ୍ରହ ନିକଟରେ ଏପରି ସ୍ଥିତିରେ ପହଁଞ୍ଚିବା ବେଳେ ଏହାର ସମାଧାନ କରାଯାଇଥିବା ଇସ୍ରୋ ପକ୍ଷରୁ ସୂଚନା ମିଳିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0