spot_img

ଆମେରିକାରେ କରୋନା ଭୟ

ଆମେରିକା: ସୁପରପାୱାର ଆମେରିକାକୁ କରୋନା ଭୟ । ଲଗାତାର ୨୩ ଦିନ ହେଲା ଦିନକୁ ୧ ଲକ୍ଷରୁ ଅଧିକ ନୂଆ ସଂକ୍ରମଣ ସାମ୍ନାକୁ ଆସୁଛି । ଗତବୁଧବାର ଦିନ ଦେଶରେ ୧ ଲକ୍ଷ ୮୧ ହଜାର ୪୯୦ ନୂୁଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ ହଜାର ୪୯୭ ଜଣଙ୍କର ମୃତୁ୍ୟ ହୋଇଛି । ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨୮ ଲକ୍ଷ ୮୫ ହଜାର ୨୯୯କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular