ନୂଆଦିଲ୍ଲୀ: ୨୦୨୨ରେ ଭାରତରେ ମହିଳା ଏସିଆନ କପ ଫୁଟବଲ ଟୁର୍ଣ୍ଣମେଣ୍ଟ ହେବାକୁ ଯାଉଛି । ତେବେ ଏହା ଜାନୁଆରୀ ୨୦ ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୬ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୨ଟି ଦଳ ଅଂଶଗ୍ରହଣ କରିବେ । ୧୮ ଦିନ ମଧ୍ୟରେ ମୋଟ ୨୫ଟି ମ୍ୟାଚ ଖେଳାଯିବ । ଅନ୍ୟପଟେ ଗତ ସଂସ୍କରଣରେ ୮ଟି ଦଳ ଅଂଶଗ୍ରହଣ କରିଥିଲେ । କିନ୍ତୁ ଚଳିତ ବର୍ଷ ଆଉ ୪ଟି ଦଳକୁ ସାମିଲ କରାଯାଇଛି । ଏହା ସହ ଦଳ ଗୁଡିକୁ ୩ଟି ଗ୍ରୁପରେ ବିଭକ୍ତ କରାଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0