ପୁରୀ : ପୁରୀରେ ଘଟିଛି ଅଘଟଣ। ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଗଲେ ୭ ପର୍ୟ୍ୟଟକ। ତେବେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ସ୍ଥାନୀୟ ନୋଳିଆମାନେ ଉଦ୍ଧାର କରିଥିବା ବେଳେ ଆଉ ଜଣେ ନିଖୋଜ ଅଛନ୍ତି। ତାଙ୍କ ନାଁ ଦୀପକ କୁମାର। ସେ ଝାଡ଼ଖଣ୍ଡର ବୋକାରୋ ଅଞ୍ଚଳର। ତାଙ୍କୁ ଖୋଜିବାକୁ ଉଦ୍ଧାର କାର୍ୟ୍ୟ ଜାରି ରହିଛି। ଉଦ୍ଧାର ହୋଇଥିବା ଅନ୍ୟ ସମସ୍ତ ପର୍ୟ୍ୟଟକ ମଧ୍ୟ ବୋକାରୋ ଅଞ୍ଚଳର ବୋଲି ସୂଚନା ମିଳିଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0