spot_img

୫୧ ବର୍ଷର ରେକର୍ଡ ଭାଙ୍ଗିଲେ ବିରାଟ କୋହଲି

ଆଡିଲେଡ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ ଆଡିଲେଡରେ ଆରମ୍ଭ ହୋଇଯାଇଛି । ପ୍ରଥମ ଦିନରେ ଭାରତର ଅଧିନାୟକ ବିରାଟ କୋହଲି ଆଉ ଏକ ରେକର୍ଡ ସ୍ଥାପନ କରିପାରିଛନ୍ତି । ତେବେ ଅଷ୍ଟ୍ରେଲିଆ ମାଟିରେ ଭାରତୀୟ କ୍ୟାପଟେନ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ଟେଷ୍ଟ ରନ କରିଥିବା ଭାରତୀୟ ଅଧିନାୟକ ହୋଇଛନ୍ତି । ଏହା ପୂର୍ବରୁ ପୂର୍ବତନ ଅଧିନାୟକ ମନସୁର ଅଲ୍ଲୀ ଖାନ ପଟୌଦିଙ୍କ ନାମରେ ଏହି ରେକର୍ଡଟି ଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular