spot_img

ରାଜୀବ ଶୁକ୍ଳା ହେବେ ବିସିସିଆଇ

ରାଜୀବ ଶୁକ୍ଳା ପୁଣି ହେବେ ବିସିସିଆଇ । ପୂର୍ବତନ ରାଜ୍ୟ ସଭା ସଦସ୍ୟ ତଥା ଭେଟେରାନ କଂଗ୍ରେସ ନେତା ରାଜୀବ ଶୁକ୍ଳା ପୁଣିଥରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଉପସଭାପତି ହେବାକୁ ଯାଉଛନ୍ତି । ବୋର୍ଡର ସଦସ୍ୟମାନେ ତାଭ୍କୁ ସର୍ବସମ୍ମତି କ୍ରମେ ନିର୍ବାଚିତ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ଶୁକ୍ଳା ପୂର୍ବରୁ ଏନ୍. ଶ୍ରୀନିବାସଙ୍କ କାର୍ଯ୍ୟକାଳରେ ଉପସଭାପତି ଭାବେ କାର୍ଯ୍ୟ କରୁଥିଲେ । ଡିଡିସିଏ ସଭାପତି ରୋହନ ଜେଟଲୀ ଶୁକ୍ଳାଙ୍କ ନାମ ପ୍ରସ୍ତାବ ରଖିଥିଲେ । ଉତ୍ତରାଖଣ୍ଡର ମହିମ ବର୍ମା ପଦତ୍ୟାଗ କରିବା ମାତ୍ରେ ଏହି ପଦବୀ ପାଇଁ ଶୁକ୍ଳାଙ୍କ ନାମ ସବୁଠାରୁ ଆଗରେ ରହିଥିଲା । ଡିସେମ୍ବର ୨୪ ରେ ଅହମ୍ମଦବାଦରେ ବିସିିସିଆଇର ବାର୍ଷିକ ସାଧାରଣ ଅଧିବେଶନ ବସିବ । ଏଥିରେ ଶୁକ୍ଳା ବିଦ୍ଧିବଧ ଭାବେ ନିର୍ବାଚିତ ହେବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular