ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମନଦୀପ ସିଂହ ପିତା ହୋଇଛନ୍ତି । ତେବେ ଏ ବାବଦରେ ନିଜେ ମନଦୀପ ସୋସିଆଲ ମିଡିଆରେ ସ୍ପଷ୍ଟ କରିଛନ୍ତି । ଏହା ସହ ସେ ଲେଖିଛନ୍ତି, ଏବେ ଜୀବନ ବହୁତ ସୁନ୍ଦର ହୋଇଯାଇଛି । ଆମ ଦୁହିଁଙ୍କ ଜୀବନରେ ଆଉ ଏକ ରାଜକୁମାର ଆସିଛି । ଯାହାର ନାମ ରାଜବୀର ରଖାଯାଇଛି ବୋଲି ସେ କହିଛନ୍ତି । ଅନ୍ୟପଟେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ପଞ୍ଜାବ ପକ୍ଷରୁ ନେତୃତ୍ୱ ନେଉଥିବା ମନଦୀପ ୯୯ ରନର ପାଳି ଖେଳି ଦଳକୁ ଏକ ଦୃଢ ସ୍ଥିତିରେ ପହଁଞ୍ଚାଇଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0