spot_img

ନ୍ୟୁଜଲାଣ୍ଡରେ ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ

ନୂଆଦିଲ୍ଲୀ: ନ୍ୟୁଜଲାଣ୍ଡରେ ଇତିହାସ ରଚିଲେ ନବ ନିର୍ବାଚିତ ସାଂସଦ ଗୌରବ ଶର୍ମା । ସାଂସଦ ପଦ ପାଇଁ ସଂସ୍କୃତରେ ଶପଥ ପାଠ କରିଛନ୍ତି ଗୌରବ ଶର୍ମା । ଯାହାଫଳରେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛନ୍ତି । ପ୍ରଥମ ଭାରତୀୟ ବଂଶଦ୍ଭବ ଭାବରେ ସେ ପ୍ରଥମଥର ସଂସ୍କୃତରେ ଶପଥ ପାଠ ନେଇଛନ୍ତି । ଏହା କେବଳ ନୁ୍ୟଜିଲାଣ୍ଡରେ ନୁହେଁ ବିଶ୍ୱର ଅନ୍ୟ କୌଣସି ଦେଶରେ କେହି ମୂଳ ଭାରତୀୟ ଏଭଳି କରିନଥିଲେ । ତେବେ ଗୌରବ ହିମାଚଳ ପ୍ରଦେଶର ବାସିନ୍ଦା ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular