ନିମାପଡ଼ା: ପୁରୀ ନିମପଡ଼ାରେ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣମେଣ୍ଟର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ନିମାପଡ଼ା କ୍ରିକେଟ ଆସୋସିଏସନ ପକ୍ଷରୁ ବାରବାଟି ମିନି ଷ୍ଟାଡ଼ିୟକରେ ଏହି ଟୁର୍ଣ୍ଣମଣ୍ଟେକୁ ଆୟୋଜିତ କରାଯାଇଥିଲା । ଏହି ମ୍ୟାଚରେ ଭୁବନେଶ୍ୱର ପ୍ରଗତି ସ୍ପୋଟିଙ୍ଗ କୁ ହରାଇ କ୍ରାଉନ ସ୍ପୋଟିଙ୍ଗ୍ ଚାମ୍ପିୟାନ ହୋଇଛି । ଏହି ଉସôବରେ ମୁଖ୍ୟ ଅତିଥିଭାବେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କ ସମେତ ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥେôଲ । ଚାମ୍ପିୟନ ଦଳକୁ ୩୦ହଜାର ଟଙ୍କା ସହ ଚାମ୍ପିୟାନ ଟ୍ରଫି ଓ ରନର୍ସ ଅଫ ଦଳକୁ ୨୦ହାଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0