ଇଣ୍ଡିଆନ ସୁପରଲିଗରେ ଚେନ୍ନାଇନ୍ ଏଫସି-ଏଟିକେ ମୋହନବାଗାନ ମ୍ୟାଚ ଡ୍ର ରହିଛି । ଉଭୟ ଦଳ ଏକାଧିକ ସୁଯୋଗ ପାଇଥିଲେ ମଧ୍ୟ ତାହାକୁ ଗୋଳରେ ପରିଣତ କରିପାରି ନଥିଲେ । ଫଳରେ ମ୍ୟାଚଟି ଗୋଲଶୂନ୍ୟଭାବେ ଶେଷ ହୋଇଚି । ପଏଣ୍ଟ ଭାଗ କରିବା ଫଳରେ ଏଟିକେ ମୋହନବାଗାନ ଟେବୁଲ ଶୀର୍ଷକୁ ଉନ୍ନତୀ ହୋଇଚି । ଦଳ ମ୍ୟାଚ ଖେଳିସାରିଥିବା ବେଳେ ୫ ବିଜୟ, ୨ ଡ୍ର, ଓ ବ ପରାଜୟ ସହ ୧୭ ପଏଣ୍ଟ ପାଇଛି । ଏଟିକେ ୮ ଟି ଗୋଲ ଦେଇଥିବା ବେଳେ ମାତ୍ର ୩ଟି ବରଣ କରିଛି । ଅନ୍ୟପକ୍ଷରେ ଚେନ୍ନାଇନ ୮ ମ୍ୟାଚରୁ ୨ ବିଜୟ, ୪ ଡ୍ର, ଓ ୨ ପରାଜୟ ସହ ୧୦ ପଏଣ୍ଟ ପାଇ ସପ୍ତମ ସ୍ଥାନରେ ଅପରିବର୍ତ୍ତିତ ରହିଛି । ଏଟିକେର ଇଡୁ ଗାର୍ସିଆ ପାସ ଦି ମ୍ୟାଚ ଏବଂ ଗୋଲକିପର ଅରିନ୍ଦ ଭଟ୍ଟଚାର୍ଯ୍ୟ ହିରୋ ଅଫ୍ ଦି ମ୍ୟାଚ ପୁରସ୍କାର ପାଇଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0