spot_img

୪ର୍ଥ ଟେଷ୍ଟ ପୂର୍ବରୁ ଭାରତର ଚିନ୍ତା

ଅହମ୍ମଦାବାଦ: ଆସନ୍ତା ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟ ମ୍ୟାଚ ପୂର୍ବରୁ ଭାରତୀୟ ଦଳର ଚିନ୍ତା ବଢିଛି । ତେବେ ଅଜିଙ୍କ୍ୟ ରାହାଣେଙ୍କ ବ୍ୟାଟିଂ ଫର୍ମ କ୍ରମାଗତ ଭାବରେ ଖରାପ ରହିବା ଏହାର ମୁଖ୍ୟ କାରଣ ରହିଛି । ଅନ୍ୟପଟେ ୪ର୍ଥ ଟେଷ୍ଟକୁ ଭାରତ ଜିତିଲେ କିମ୍ବା ଡ୍ର ରଖିଲେ ମଧ୍ୟ ଭାରତ ବିଶ୍ବ ଟେଷ୍ଟ ଚମ୍ପିଆନ୍ସିପ୍ର ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ। ଗତ ୨ଟି ଟେଷ୍ଟରେ ଦୁଇ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଓ ଅକ୍ଷର ପଟେଲଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ଭାରତ ବିଜୟୀ ହୋଇଥିଲା।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular