ଏସିଆର ସର୍ବ ବୃହତମ ହ୍ରଦ ଚିଲିକା. ଚିଲିକାକୁ ଶୀତ ଦିନେ ବହୁ ବିଦେଶାଗତ ପକ୍ଷୀ ଙ୍କ ଆଗମନ ହୋଇଥାଏ. ପକ୍ଷୀଙ୍କ ଆଗମନ ଦେଖି ଶିକାରୀ ସଜାଗ ହୋଇଥାନ୍ତି ପକ୍ଷୀ ଶିକାର କରିବାପାଇଁ. ବିଦେଶୀ ପକ୍ଷୀ ଙ୍କୁ ସ୍ୱାଗତ ଏବଂ ସୁରକ୍ଷା ଦେବାପାଇଁ ପ୍ରେରଣା ଗ୍ରୀନ ଅର୍ମୀ ତରଫରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରେଞ୍ଜ ଅଧୀନ ମଙ୍ଗଳାଯୋଡ଼ି ଠାରେ ଅନୁଷ୍ଠିତ ହୋଇଛି ସଚେତନତା ଶିବିର.ପରାମ୍ଭରେ ଆୟୋଜିତ ସଭାରେ ଅଧକ୍ଷତା କରିଥିଲେ ଗ୍ରୀନ ଅର୍ମୀ ର ସେନାଧକ୍ଷ ଖୋର୍ଦ୍ଧାର ପୂର୍ବତନ ବିଧାୟକ ଡ଼କ୍ଟର ଦିଲୀପ ଶ୍ରୀଚନ୍ଦନ. ଅତିଥି ଭାବେ ଯୋଗଦେଇଥିଲେ ଖୋର୍ଦ୍ଧା ବିଧାୟକ ଜୋତିରିନ୍ଦ୍ର ନାଥ ମିତ୍ର, ଜଟଣୀ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0