ମହାମାରୀ କରୋନା ସମୟରେ ରାଜ୍ୟର ହସ୍ପିଟାଲ ଗୁଡିକ ମନମାନି କରି ରୋଗୀଙ୍କ ଠାରୁ ଅଧିକ ବିଲ ନେଉଥିଲେ | ଏ ବାବଦରେ ସୁପ୍ରିମକୋର୍ଟରେ ଏକ ଯାଚିକା ଦାଖଲ କରାଯାଇଥିଲା | ଆଜି ଏନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି | ଏଥିପାଇଁ ସମସ୍ତ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ଜବାବ ମାଗିଛନ୍ତି | ଏହାପୂର୍ବରୁ କେନ୍ଦ୍ରକୁ ପ୍ରଥମେ ନୋଟିସ ଜାରି କରାଯାଇଥିଲା | କୋଭିଡର କରାଳ ରୂପ ସମୟରେ ନା ମିଳୁଥିଲା ବେଡ଼ ନା ମିଳୁଥିଲା ଅକ୍ସିଜେନ | ରୋଗୀ ସେତେବେଳେ ହନ୍ତସନ୍ତ ଅବସ୍ଥାରେ ରହିଥିଲେ | ବୋଝ ଉପରେ ଲଳିତା ବିଡା ସାଜିଥିଲା ହସ୍ପିଟାଲର ବିଲ |



Visitors Today : 3
Total Visitors : 130169
Total Views : 9891615
Visitors Online Now : 0