spot_img

ଆଜୀବନ ବାସନ୍ଦ ହେଲେ ୩ ବ୍ୟାଡମିଣ୍ଟନ ଖେଳାଳି

ନୂଆଦିଲ୍ଲୀ: ବ୍ୟାଟମିଣ୍ଟନ ୱାଲ୍ଡ ଫେଡେରେଶନ ପକ୍ଷରୁ ଇଣ୍ଡୋନେସିଆର ୩ଜଣ ବ୍ୟାଡମିଣ୍ଟନ ଖେଳାଳିଙ୍କୁ ଆଜୀବନ ବାସନ୍ଦ କରାଯାଇଛି । ବାସନ୍ଦ ହୋଇଥିବା ଖେଳାଳିଙ୍କ ବିରୁଦ୍ଧରେ ମ୍ୟାଚ ଫିକ୍ସିଂ, ମ୍ୟାଚ ଜାଲିଆତି ଓ ବେଟିଂରେ ଲିପ୍ତଥିବା ଅଭିଯୋଗ ହୋଇଥିଲା । ତେବେ ପରସ୍ପରକୁ ଜାଣିଥିବା ଇଣ୍ଡୋନେସିଆର ୮ଜଣ ଖେଳାଳି ୨୦୧୯ ପର୍ଯ୍ୟନ୍ତ ଏସିଆରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ଲେଭଲ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ମ୍ୟାଚ ଫିକ୍ସିଂ, ମ୍ୟାଚ ଜାଲିଆତି ଅବା ବ୍ୟାଡମିଣ୍ଟନ ବେଟିଂ କାର୍ଯ୍ୟରେ ଲିପ୍ତ ଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular