ବାଲେଶ୍ୱର : ଔପଦା ବ୍ଲକର ହିତାଧିକାରୀମାନେ ଠିକ୍ ଭାବେ କେନ୍ଦ୍ରୀୟ ଯୋଜନା ପାଉଛନ୍ତି କି ନାହିଁ ତାହାର ତଦାରଖ କରିଛନ୍ତି ୨ ଜଣିଆ କେନ୍ଦ୍ରୀୟ ଟିମ୍ । ଔପଦା ବ୍ଲକର ବଡପୋଖରୀ ପଞ୍ଚାୟତ ଏବଂ ତଳକିଆ ପଞ୍ଚାୟତର କିଛି କେନ୍ଦ୍ରୀୟ ଯୋଜନା ଗୁଡିକର ତଦାରଖ କରିଥିଲେ । ମାତ୍ର ଔପଦା ବ୍ଲକର ତଳକିଆ ପଞ୍ଚାୟତରେ କେନ୍ଦ୍ରୀୟ ଯୋଜନାର ଅନିୟମିତତା ହୋଇଥିବା କୁହାଯାଉଥିଲେ ମଧ୍ୟ ଟିମ୍ ସେ ସ୍ଥାନକୁ ଯାଇନଥିବା ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି । ତେବେ ଔପଦା ବ୍ଲକରେ କେନ୍ଦ୍ରିୟ ଯୋଜନା ସବୁ ଠିକ୍ ଠାକ୍ ଥିବା ତଦନ୍ତ ଅଧିକାରୀ କହିଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଅଲଗା ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0