ମୁମ୍ବାଇ: ଚଳିତ ବର୍ଷ ଇଣ୍ଡିଆନ ପ୍ରିମିୟର ଲିଗରେ ଟେଲିଭିଜନ ଦର୍ଶକଙ୍କ ସଂଖ୍ୟା ୨୩ ପ୍ରତିଶତକୁ ବୃଦ୍ଧି ପାଇଛି । ଏନେଇ ଟି୨୦ ଇଭେଣ୍ଟର ଅଫିସିଆଲ ବ୍ରଡକାଷ୍ଟର ଷ୍ଟାର ଇଣ୍ଡିଆ ତରଫରୁ ଦାବି କରାଯାଇଛି । ତେବେ ଏହା ପାଖାପାଖି ୩୧.୫୭ ନିୟୁତରେ ପହଞ୍ଚିଛି । ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ ଇଣ୍ଡିଆ ସୂତ୍ରରୁ ସଂଗୃହୀତ ଡାଟାକୁ ଭିତ୍ତି କରି ଏହା କୁହାଯାଇଛି । ଅନ୍ୟପଟେ ଚଳିତ ବର୍ଷ ହିନ୍ଦୀ, ବେଙ୍ଗଳା, ତେଲୁଗୁ, ତାମିଲ ଓ କନ୍ନଡ ଆଦି ୫ଟି ଆଞ୍ଚଳିକ ଭାଷାରେ ଇଭେଣ୍ଟର କଭରେଜ ହୋଇଥିଲା ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0