ଆଇପିଏଲ ୨୦୨୦ର ମୁଖ୍ୟ ପ୍ରାୟୋଜକ ବାଜି ଜିତିଲା ଡ୍ରିମ-୧୧ । ଏନେଇ ସ୍ପଷ୍ଟ କରିଛନ୍ତି ଆଇପିଏଲ ଚେୟାରମ୍ୟାନ ବ୍ରିକେଶ ପଟେଲ ।ଅନଲାଇମ ସ୍ପୋଟ୍ସ ପ୍ଳାଟଫର୍ମ ଡ୍ରିମ -୧୧ ୩ବର୍ଷ ପାଇଁ ଇଣ୍ତିଆନ ପ୍ରିମିୟର ଲିଗ୍ ର ମୁଖ୍ୟ ପ୍ରାୟୋଜକ ଭାବେ ଚୁକ୍ତି କରିଛି । ଡ୍ରିମ-୧୧କୁ ଏକ ଷ୍ଟାଟଅପ୍ କମ୍ଫାନୀ ଭାବେ ଦୁଇଜଣ ଭାରତୀୟ ଆରମ୍ଭ କରିଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0