ପ୍ରଥମ ଥର ପାଇଁ ଜାତୀୟ କ୍ରୀଡା ସମାରୋହ କରୋନା ଭାଇପସ କାରଣରୁ ଅନଲାଇନ ଆୟୋଜନ ହେବ ।ସମସ୍ତ ବିଜେତା ନିଜ ନିଜ ସ୍ଥାନରୁ ୨୯ ଅଗଷ୍ଟ ଦିନ ଲଗ୍ଇନ ଆସିବେ ।ଜାତୀୟ କ୍ରୀଡା କ୍ରୀଡା ପୁରସ୍କାର କ୍ରୀଡା ଦିବସ ଦିନ ୨୯ ଅଗଷ୍ଟରେ ଦିଆଯାଏ ।ସେହି ଦିନ ମହାନ ହକି ଖେଳାଳୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ ।କ୍ରୀଡା ମନ୍ତ୍ରୀଳୟା ପକ୍ଷରୁ ମିଳିଥିବା ସୁଚନା ଅନୁସାରେ ଚଳିତବର୍ଷ ଏହି ପୁରସ୍କାର ସମାରୋହ ଅନଲାଇନରେ ହେବ । ସରକାରଙ୍କ ନିଦେ୍ର୍ଦଶନୁସାରେ ସମାରୋହ ଦିନ ସକାଳେ ବିଜେତାଙ୍କ ନାଁ ଘୋଷଣା କରାଯିବ ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0