spot_img

ମିଳିଲା ଆଇପିଏଲକୁ ମଂଜୁରି…ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ସୁଚୀରେ ଆନୁଷ୍ଠାନିକ ମୋହର …

ମୁମ୍ବାଇ-ବହୁ ପ୍ରତିକ୍ଷିତ ପରିଚାଳନା ପରିଷଦ ବୌଠକ ରବିବାର ଆଇପିଏଲର ବହୁ ପ୍ରତିକ୍ଷିତ ପରିଚାଳନା ପରିଷଦ ବୈଠକ ବସିଛି । ଏଥିରେ ଅନେକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ନିଆଯିବା ସହ ଆଇପିଏଲରେ ପ୍ରସ୍ତାବିତ ସେପ୍ଟମ୍ବର ୧୯ରୁ ନଭେମ୍ବର ୧୦ ସୁଚୀରେ ଆନୁଷ୍ଠାନିକ ମୋହର ବାଜିଛି । କୋଭିଡ-୧୯ ର ସଂଙ୍କଟ ପାଇଁ ବିସିସିଆଇ ଏଥରର ଆଇପିଏଲକୁ ବିସିସିଆଇ ୟୁଏଇ ନେବାକୁ ଚାହୁଥିବା ବେଳେ ଏହାକୁ କେନ୍ଦ୍ର ସରକାରଙ୍କ ଅନୁମତି ମିଳିଛି । ସେପଟେ ଆଇପିଏଲ୍ର ରାତି ମ୍ୟାଚ୍କୁ ୮ଟା ପରିବର୍ତ୍ତେ ୭ଟା ୩୦ରେ କରିବାକୁ ପରିଚାଳନା ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular