ଇନଷ୍ଟ୍ରୁମେଣ୍ଟ ରିସର୍ଚ୍ଚ ଏଣ୍ଡ ଡେଭେଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ ବା ଆଇଆରଡିଇ ର ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ଓଡ଼ିଆ ପ୍ରତିରକ୍ଷା ବୈଜ୍ଞନିକ ଡ. ବିନୟ କୁମାର ଦାସ । ଡେରାଡୁନସ୍ଥିତ ପ୍ରତିରକ୍ଷା ମନ୍ତ୍ରାଳୟ ଅଧିନରେ ଥିବା ଏକ ଗୁରୁତ୍ୱପୂର୍ଣ୍ଣ ଲାବରେଟୋରୀରେ ପ୍ରଥମକରି ଜଣେ ଓଡ଼ିଆ ଦାୟିତ୍ୱ ଗ୍ରହଣ କରିଛନ୍ତି । ତେବେ ଡ. ବିନୟ ଦାସ ଚାନ୍ଦିପୁର ଆଇଟିଆରରେ ପ୍ରଥମେ ଚାକିରୀ ଜୀବନ ଆରମ୍ଭ କରିଥିଲେ । ସେଠାରେ ଦୀର୍ଘ ୩୩ ସେ ନିର୍ଦେଶକ ଦାୟିତ୍ବରେ ଥିଲେ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0