spot_img

୧୦୦ ତମ ଟେଷ୍ଟ ମ୍ୟାଚ ଖେଳିଲେ ଦ୍ରୁତ ବୋଲର ଈଶାନ୍ତ ଶର୍ମା

ଅହମଦାବାଦ: ଭାରତୀୟ କ୍ରିକେଟ ଦଳର ଦ୍ରୁତତମ ବୋଲର ଈଶାନ୍ତ ଶର୍ମା ନିଜର ୧୦୦ ତମ ଟେଷ୍ଟ ମ୍ୟାଚ ଖେଳିଛନ୍ତି । ତେବେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମ୍ୟାଚ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏକ ସ୍ମରଣିକା ଏବଂ ଗୃହ ମନ୍ତ୍ରୀ ଅମିତ ଶାହା ସ୍ୱତନ୍ତ୍ର ବିସିସିଆଇ ଟୋପି ପ୍ରଦାନ କରିଥିଲେ । ଅନ୍ୟପଟେ ୩୨ ବର୍ଷୀୟ ଈଶାନ୍ତ ଶର୍ମା ପୂର୍ବତନ ଅଧିନାୟକ କପିଳ ଦେବଙ୍କ ପରେ ଦ୍ୱିତୀୟ ଭାରତୀୟ ଦ୍ରୁତ ବୋଲର ଭାବେ ୧୦୦ ଟେଷ୍ଟ ମ୍ୟାଚ ଖେଳିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular