ବାଙ୍ଗାଲୋର: ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ବୋଲର ଈଶାନ୍ତ ଶର୍ମା ଖୁବଶୀଘ୍ର ସୁସ୍ଥ ହୋଇ ଦଳରେ ପୁଣି ସାମିଲ ହେବା ପାଇଁ ଯାଉଛନ୍ତି । ତେବେ ବାଙ୍ଗାଲୋରସ୍ଥିତ ଜାତୀୟ କ୍ରିକେଟ ଏକାଡେମୀରେ ଈଶାନ୍ତ ଏବେ ଅଭ୍ୟାସ କରୁଛନ୍ତି । ଈଶାନ୍ତ ବୋଲିଂ କରୁଥିବାବେଳେ ଏନସିଏ ଅଧ୍ୟକ୍ଷ ରାହୁଲ ଦ୍ରାବିଡ, ଜାତୀୟ ମନୋନୟନ କମିଟି ଅଧ୍ୟକ୍ଷ ସୁନୀଲ ଜୋଶୀ, ବୋଲିଂ ପ୍ରଶିକ୍ଷକ ପାରସ ମାହମ୍ରେ, ସହକାରୀ ପ୍ରଶିକ୍ଷକ ମନସୁର ଖାଁ ଓ ଫିଜିଓ ଆଶିଷ କୌଶିକ ତାଙ୍କ ଉପରେ ନଜର ରଖିଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0