spot_img

ଧାରଣା ପରେ ସେବାୟତଙ୍କ ସହ ଆଲୋଚନା କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ : ମନ୍ଦିର ଖୋଲିବା ନେଇ ପ୍ରଶାସନ ତୁରନ୍ତ ନିଷ୍ପତ୍ତି ନେବାକୁ ଦାବି କରିବା ସହ ସିଂହଦ୍ୱାର ସମ୍ମୁଖରେ ଧାରଣା ଥିଲେ ସେବାୟତ । ଧାରଣା ପରେ ଆଜି ଶ୍ରୀମନ୍ଦିର ପ୍ରଶାସନ ଆନ୍ଦୋଳନରତ ସେବାୟତଙ୍କ ସହିତ ଆଲୋଚନା କରିଥିଲା । ପୂର୍ବତନ ମହାସୁଆର ନିଯୋଗ ସଭାପତି ଦାମୋଦର ମହାସୁଆରଙ୍କ ସମେତ ଅନେକ ସେବାୟତ ଧାରଣାରେ ବସିଥିଲେ । ତେବେ ଆଲୋଚନା ପରେ ସମସ୍ତ ଦାବିକୁ ସେବାୟତମାନେ ଲିଖିତ ଆକାରରେ ପ୍ରଦାନ କରିବାକୁ କହିଛି ମନ୍ଦିର ପ୍ରଶାସନ ।

କେବେଳ ଏତିକି ନୁହେଁ ଏହା ସହିତ ଶ୍ରୀମନ୍ଦିରରେ କିପରି ଅବଢା ବିକ୍ରି ହୋଇପାରିବ ଏବଂ ମନ୍ଦିର ଦର୍ଶନ ବ୍ୟବସ୍ଥା ନେଇ ଆଲୋଚନା ପରେ ନିଷ୍ପତ୍ତି ହେବ ବୋଲି ସୂଚନା ଦେଇଥନ୍ତି ପୁରୀ ଉପଜିଲ୍ଲାପାଳ । ମନ୍ଦିର ଦ୍ୱାରରେ ଡାକ୍ତର ନିୟୋଜିତ କରି ୫୦ ଜଣ ଲେଖାଏଁ ଭକ୍ତଙ୍କୁ ମନ୍ଦିର ଭିତରକୁ ଛଡାବା ଦାବି କରିଥଲେ ସେବାୟତ । କେବେଳ ଏତିକି ନୁହେଁ ଏହା ସହିତ ଶ୍ରୀମନ୍ଦିରରେ କିପରି ଅବଢା ବିକ୍ରି ହୋଇପାରିବ ଏବଂ ମନ୍ଦିର ଦର୍ଶନ ବ୍ୟବସ୍ଥା ନେଇ ଆଲୋଚନା ପରେ ନିଷ୍ପତ୍ତି ହେବ ବୋଲି ସୂଚନା ଦେଇଥନ୍ତି ପୁରୀ ଉପଜିଲ୍ଲାପାଳ । ମନ୍ଦିର ଦ୍ୱାରରେ ଡାକ୍ତର ନିୟୋଜିତ କରି ୫୦ ଜଣ ଲେଖାଏଁ ଭକ୍ତଙ୍କୁ ମନ୍ଦିର ଭିତରକୁ ଛଡାବା ଦାବି କରିଥଲେ ସେବାୟତ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular