ଯାଜପୁର: ରାଜ୍ୟରେ ପ୍ରାଣୀ ସମ୍ପଦକୁ ଯେମିତି ଗୁରୁତ୍ୱ ଦିଆଯାଉଛି , ପ୍ରାଣୀ ଚିକିସ୍ୟକଙ୍କୁ ଅବହେଳା କରାଯାଉଛି । ଏହାକୁ ନେଇ ସମସ୍ତ ପ୍ରାଣୀ ଚି ଚିକିସ୍ୟlଳୟରେ ଚିକିସ୍ୟକ କଳା ବ୍ୟାଚ୍ ପିନ୍ଧି କାର୍ଯ୍ୟରେ ଯୋଗ ଦେଇଛନ୍ତି । ଯାଜପୁରର ଧର୍ମର୍ଶାଳା ବ୍ଲକର ପ୍ରାଣୀ ଚିକିସ୍ୟlଳୟରେ ସମସ୍ତ ପ୍ରାଣୀ ଚିକିସ୍ୟକ କଳା ବ୍ୟାଚ୍ ପିନ୍ଧି କାର୍ଯ୍ୟରେ ଯୋଗ ଦେଇଛନ୍ତି । ସେମାନେ ପ୍ରାଣୀ ଚିକିସ୍ୟକଙ୍କୁ କନିଷ୍ଠ ପ୍ରଥମ ଶ୍ରେଣୀ ପାହ୍ୟା, ପ୍ରାଣୀଚିକିସ୍ୟକଙ୍କୁ ସରକାର କରୋନା ଯୋଦ୍ଧା ଘୋଷଣା କରିବା ଭଳି କିଛି ଦାବି ସରକାରଙ୍କ ନିକଟରେ ରଖିଛନ୍ତି । ଆଗାମୀ ଦିନରେ ଦାବି ନମାନିଲେ ୨୭ ତାରିଖରୁ ଅନଲାଇନ ପ୍ଲାଟଫର୍ମ ରେ ହେଉଥିବା କାର୍ଯ୍ୟ ବର୍ଜନ କରିବେ ବୋଲି ଚେତାନୀ ମଧ୍ୟ ଦେଇଛନ୍ତି ।




Visitors Today : 5
Total Visitors : 130174
Total Views : 9891621
Visitors Online Now : 0